Surprise Me!

କଂଗ୍ରେସର ରାଷ୍ଟ୍ରଦ୍ରୋହ | THE Quiver

2022-07-28 0 Dailymotion

#କଂଗ୍ରେସର_ରାଷ୍ଟ୍ରଦ୍ରୋହ
#ରାଷ୍ଟ୍ରପତିଙ୍କୁ_ଅପମାନ
କ୍ଷମତାରୁ ଦୂରେଇ ଯିବା ପରେ ବିକଳ ହୋଇପଡ଼ିଛି କଂଗ୍ରେସ । ବାଚଳାମି କରୁଛି । ସମ୍ବିଧାନକୁ ଦଳିମକଚି ଦେଇ ସାମ୍ବିଧାନିକ ପଦ ପଦବୀକୁ ଅମର୍ୟ୍ୟଦା ପ୍ରଦର୍ଶନ କରୁଛି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏକପ୍ରକାର ରାଷ୍ଟ୍ରଦ୍ରୋହ କରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନସୂଚକ ଶବ୍ଦ ବ୍ୟବହାର କରି ରାଷ୍ଟ୍ରଦ୍ରୋହରେ ସାମିଲ ହୋଇଛନ୍ତି । ଆଉ ତାଙ୍କ ପ୍ରତି ଏପଯର୍ୟ୍ୟନ୍ତ କୌଣସି ପ୍ରକାର କାର୍ୟ୍ୟନୁଷ୍ଠାନ ନ ନେଇ କଂଗ୍ରେସ ବି ଏ ରାଷ୍ଟ୍ରଦ୍ରୋହକୁ ସମର୍ଥନ କରୁଛି । ସଂସଦ ଭଳି ପବିତ୍ର ଗୃହରେ କଂଗ୍ରେସ ସାଂସଦଙ୍କର ଏଭଳି ଔଦ୍ଧତ୍ୟକୁ ଦେଶବାସୀ କେବେ ବି ଗ୍ରହଣ କରିପାରୁନାହାନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #LatestNews #UpdateNews #congress #adhira_ranjan_chaudhuri #presidentofindia
Sonia Gandhi Smruti irani fan club #ParliamentofIndia
Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon